ଭୁବନେଶ୍ବରକୁ ଫେରିଲା କରୋନା କଟକଣା : ମାସ୍କ ପିନ୍ଧିବା ବାଧ୍ୟତା ମୂଳକ

ବଢ଼ିଲା ଶଯ୍ୟା ସଂଖ୍ୟା, ବଢ଼ିବ ନମୁନା ପରୀକ୍ଷା,କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ବିଏମ୍‌ସି ଭୁବନେଶ୍ୱର : ଭୁବନେଶ୍ବରକୁ ଫେରିଛି କରୋନା କଟକଣା। ସମସ୍ତେ ମାସ୍କ ପିନ୍ଧିବେ। ସାମାଜିକ ଦୂରତା ବି ରକ୍ଷା କରିବେ। ଏଭଳି କଟକଣାକୁ କଡ଼ାକଡ଼ି କରିଛି ବିଏମ୍‌ସି। ବେଶ୍‌ କିଛି ଦିନ ଫୁଙ୍ଗୁଳା ବୁଲିବା ପରେ ଏବେ ରାଜଧାନୀବାସୀ ପୁଣି କରୋନା କଟକଣାରେ ରୁନ୍ଧି ହେବାକୁ ଯାଉଛନ୍ତି। ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି ହେବା ପରେ ବେଶି ଭୟଭୀତ ହୋଇଛନ୍ତି … Continue reading ଭୁବନେଶ୍ବରକୁ ଫେରିଲା କରୋନା କଟକଣା : ମାସ୍କ ପିନ୍ଧିବା ବାଧ୍ୟତା ମୂଳକ